Womens ODI World Cup 2025: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅପରେସନ୍ ସିନ୍ଦୂର ପରେ ମହାମୁକବିଲା
Women’s ODI World Cup 2025: India-Pakistan to face off, big showdown after Operation Sindoorସେପ୍ଟେମ୍ବର ୩୦ରୁ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ । ବେଙ୍ଗାଲୁରୁର ଐତିହାସିକ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ ।
Source link