Tendulkar-Anderson Trophy: ଭାରତ-ଇଂଲଣ୍ଡ ସିରିଜ୍‌ ନାଁ ବଦଳିଲା, ପଟୌଦି ଟ୍ରଫି ହେଲା ତେନ୍ଦୁଲକର-ଆଣ୍ଡରସନ୍‌ ଟ୍ରଫି



Tendulkar-Anderson Trophy: India-England series name changed, Pataudi Trophy becomes Tendulkar-Anderson Trophyଜୁନ୍‌ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ ଇଣ୍ଡିଆ । ତେବେ ଗତ ୧୮ ବର୍ଷ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପଟୌଦି ଟ୍ରଫି ପାଇଁ ଖେଳାଯାଉଥିଲା ।



Source link

Leave a Reply

Translate »