IPL 2025: PBKS-KKR ମ୍ୟାଚରେ ବର୍ଷା ସାଜିଲା ଭିଲିଆନ, ଭାଗ ହେଲା ପଏଣ୍ଟ
IPL 2025: Villian caused rain in PBKS-KKR match, points were sharedବର୍ଷା ସାଜିଲା ବାଧକ । ସ୍ଥଗିତ ରହିଲା ଆଇପିଏଲର 44 ତମ ମୁକାବିଲା । କୋଲକାତାର ଇଡେନ ଗାଡେନ୍ସରେ ପ୍ରବଳ ବର୍ଷା ଯୋଗୁଁ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହୋଇପାରିଲା ନାହିଁ ।
Source link