IPL 2025: ଆର୍ଥିକ ବର୍ଷ ୨୦୨୪ରେ RCB ଆୟ କରିଛି ୬୫୦ କୋଟି ଟଙ୍କା



IPL 2025: RCB earned Rs 650 crore in FY 2024 ଆରସିବି ୧୮ ତମ ସିଜିନରେ ପ୍ରଥମ ଟ୍ରଫି ଜିତିଛି । ଆରସିବିକୁ ଆଇପିଏଲ ତରଫରୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆରସିବି ଆର୍ଥିକ ବର୍ଷ ୨୦୨୪ରେ ବମ୍ପର ଆୟ କରିଛି ।



Source link

Leave a Reply

Translate »