IPLଏହି ଟିମ୍ ଉପରେ ଲାଗିଲା ମ୍ୟାଚଫିକ୍ସିଂ ଅଭିଯୋଗ



IPL match fixing allegations against Rajasthan Royals team/ IPL 2025: ଆପିଏଲରେ ମ୍ୟାଚଫିକ୍ସିଂ । ଏକ ମ୍ୟାଚ୍ ହାରିବା ପରେ ଗୋଟିଏ ଦଳ ଉପରେ ଲାଗିଛି ଏପରି ଅଭିଯୋଗ । ଯାହା ପରେ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଜିତୁଥିବା ମ୍ୟାଚ୍ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲାଗିଛି ।



Source link

Leave a Reply

Translate »