Independence Day 2025: ସ୍ବାଧୀନତା ଦିବସ ଉତ୍ସବକୁ କାହିକିଁ ଯାଇନଥିଲେ ରାହୁଲ୍ ଓ ଖଡଗେ
Independence Day 2025: Rahul and Kharge did not attend the Independence Day celebrationsସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ଆଜି ଲାଲ କିଲ୍ଲାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କୌଣସି ବଡ଼ ନେତା ସେଠାରେ ଉପସ୍ଥିତ ନଥିଲେ ।
Source link