IND vs ENG: ହେଡିଂଲି ଷ୍ଟାଡିୟମ୍ ରେ ଉଭୟ ଭାରତ ଓ ଇଂଲଣ୍ଡର ରେକର୍ଡ
India’s Test Record At Headingley, Leeds: Wins And Lossesହେଡିଂଲିରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଆଜିଠାରୁ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଆସନ୍ତୁ ଜାଣିବା ଐତିହାସିକ ହେଡିଂଲି ଷ୍ଟାଡିୟମ୍ର ପରିସଂଖ୍ୟାନ ସମ୍ପର୍କରେ ।
Source link