IND vs ENG: ଚତୁର୍ଥ ଟେଷ୍ଟ ପାଇଁ ମାଞ୍ଚେଷ୍ଟର ପହଞ୍ଚିଲା ଟିମ୍ ଇଣ୍ଡିଆ



ଭାରତ-ଇଂଲଣ୍ଡ ମଧ୍ୟରେ ଜୁଲାଇ ୨୩ରେ ଚତୁର୍ଥ ଟେଷ୍ଟ ଖେଳାଯିବ । ମାଞ୍ଚେଷ୍ଟରର ଓଲ୍ଡ ଟେଫର୍ଡରେ ଖେଳାଯିବ ମ୍ୟାଚ । ଏଥିପାଇଁ ଟିମ୍ ଇଣ୍ଡିଆ ଟ୍ରେନ ଯୋଗେ ମାଞ୍ଚେଷ୍ଟରରେ ପହଞ୍ଚିଛି ।IND vs ENG: Team India reached Manchester for the fourth test



Source link

Leave a Reply

Translate »