ICC ବଦଳାଇଲା କ୍ରିକେଟର ୮ ନିୟମ, WTC ଫାଇନାଲ ପରେ ନିଆଗଲା ଏଭଳି ନିଷ୍ପତ୍ତି
ICC changes 8 laws of cricket, such a decision was taken after the WTC finalଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ରହିଛି । ଏହାରି ମଧ୍ୟରେ ଆଇସିସି କ୍ରିକେଟର ସମସ୍ତ ଫର୍ମାଟରେ ୮ଟି ନିୟମରେ ପରିବର୍ତ୍ତନ କରିଛି । ଜୁଲାଇ ୨ ରୁ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି ।
Source link