Hockey Asia Cup 2025: ଏସିଆ କପ୍ ହକିରୁ ଓହରିଲା ପାକିସ୍ତାନ
Hockey Asia Cup 2025: ବିହାରରେ ହେବାକୁ ଥିବା ପୁରୁଷ ହକି ଏସିଆ କପ୍ 2025ର ଲାଇନଅପ୍ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଦୁଇଟି ଦେଶ ଯେପରିକି ପାକିସ୍ତାନ ଏବଂ ଓମାନ, ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। Hockey Asia Cup 2025: Pakistan withdraws from Asia Cup hockey
Source link