Bronco Test : ବ୍ରୋଙ୍କୋ ଟେଷ୍ଟ କ'ଣ? ନ କଲେ ଟିମ୍ ଇଣ୍ଡିଆରେ ମିଳିବନି ସ୍ଥାନ
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି । ଏହି ନିୟମର ନାମ ହେଉଛି ବ୍ରୋଙ୍କୋ ଟେଷ୍ଟ । ଏହାକୁ ରଗ୍ବିରୁ କ୍ରିକେଟକୁ ନିଆଯାଇଛି।
Source link