Asia Cup 2025: କାର୍ଯ୍ୟସୂଚୀ, ଦଳରୁ ଗ୍ରୁପ୍ ପର୍ଯ୍ୟନ୍ତ; ଗୋଟିଏ କ୍ଲିକ୍ରେ ଏସିଆ କପ୍ ସମ୍ପର୍କିତ A ରୁ Z ପର୍ଯ୍ୟନ୍ତ ଅପଡେଟ୍
Asia Cup 2025: Schedule, Team to Group; Get A to Z updates related to Asia Cup in one clickଏସିଆ କପ୍ ୨୦୨୫ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ୨୮ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ସମୟରେ ୮ଟି ଦଳ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ତ ଦଳକୁ ୪ ଜଣ ଲେଖାଏଁ ୨ଟି ଗ୍ରୁପ୍ ରେ ବିଭକ୍ତ କରାଯାଇଛି ।
Source link