Asia Cup 2025: ଏସିଆ କପ୍ ପାଇଁ ଏହି ୧୫ ଜଣଙ୍କୁ ନେଇ ଖେଳିପାରେ ଭାରତ
Asia Cup 2025: India may play with these 15 players for the Asia Cupଇଂଲଣ୍ଡରେ ଭାରତର ଦମଦାର ପ୍ରଦର୍ଶନ ପରେ ଏବେ ଫୋକସ୍ ଏସିଆ କପ୍ ଉପରେ । ୫ ଟିକିଆ ଟେଷ୍ଟ ସିରିଜ୍କୁ ୨-୨ରେ ବରାବର ରଖିଥିଲା ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ଏବେ ଦଳର ପରବର୍ତ୍ତୀ ପ୍ରୋଜେକ୍ଟ ହେଉଛି ଏସିଆ କପ୍ ୨୦୨୫ ।
Source link