Arrest Virat Kohli: ଏକ୍ସରେ ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି, ଜାଣନ୍ତୁ କାହିଁକି
Arrest Virat Kohli: Arrest Kohli is trending on SOCIAL MEDIA PLATFROM TWITTERକ୍ରିକେଟର ବିରାଟ କୋହଲିଙ୍କ କୋଟି କୋଟି ଫ୍ୟାନ। ଏପରିକି ଭାରତରେ ସୋସିଆଲ ମିଡିଆରେ ସର୍ବାଧିକ ଫ୍ୟାନ ରହିଥିବା ସେଲିବ୍ରିଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି।
Source link