Anderson-Tendulkar Trophy: ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚିତ
Anderson-Tendulkar Trophy unveiled india vs england match from todayଭାରତ- ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅର୍ଥାତ୍ ଜୁନ୍ ୨୦ରୁ ଲିଡ୍ସର ହେଡିଂଲିରେ ଖେଳାଯିବ। ଏହା ପୂର୍ବରୁ ଏହି ଟେଷ୍ଟ ସିରିଜ ପାଇଁ ଏକ ନୂତନ ଟ୍ରଫି ଉନ୍ମୋଚିତ ହୋଇଛି।
Source link