Shreyas Iyer: ଶ୍ରେୟସ ହେବେ କି ଦିନିକିଆ ଅଧିନାୟକ ?
Shreyas Iyer: Will Shreyas be the one-day captain?ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିନିକିଆ ଓ ଟି-୨୦ରେ ଅଲଗା ଅଲଗା ଅଧିନାୟକତ୍ବ ନିଷ୍ପତ୍ତି ନେଇଛି। ସୂତ୍ର ଅନୁସାରେ, ଶ୍ରେୟସ ଆୟାର ଦିନିକିଆ ଦଳର ପରବର୍ତୀ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ସ୍ଥାନ ନେବେ।
Source link