ଧୋନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସେହ୍ବାଗ
Sehwag complaint against ms Dhoni check details hereବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୩ଟି ମ୍ୟାଚ ପରେ ଏମଏସ ଧୋନୀ ମୋତେ ଦଳରୁ ବାହାର କରିଥିଲେ।
Source link