ଭାରତର ୨୨୪ ରନ୍ ଜବାବରେ ଇଂଲଣ୍ଡ ୨୪୭ ରନ୍; ଦ୍ବିତୀୟ ପାଳିରେ ୨ ୱିକେଟ୍ ହରାଇ ୭୫ ରନ୍ କରିଛି ଭାରତ
England scored 247 in reply to India’s 224; India scored 75 for 2 in the second inningsଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ର ଦ୍ବିତୀୟ ଦିନରେ ୱିକେଟ୍ ଝଡ଼ ଭିତରେ ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଛି। ବିସ୍ଫୋରକ ଆରମ୍ଭ କରିଥିବା ଘରୋଇ ଦଳ ପ୍ରଥମ ପାଳିରେ ୨୩ ରନ୍ ଅଗ୍ରଣୀ ବି ନେଇଯାଇଛି।
Source link