IND vs ENG: ଗିଲ୍, ଜାଡ଼େଜା ଓ ସୁନ୍ଦରଙ୍କ ଶତକ, ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଡ୍ର
IND vs ENG: Gill, Jadeja and Sundar hit centuries, India-England fourth Test drawnଲଢ଼ିଲା ଭାରତ । ପ୍ରଥମ ପାଳିରେ ୩୧୧ ରନ୍ ପଛୁଆ ରହିବା ପରେ ଭାରତ ମାତ୍ର ୪ ୱିକେଟ୍ ହରାଇ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ମ୍ୟାଚ୍କୁ ଡ୍ର’ ରଖିଦେଇଛି। ଏଥି ସହ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାକୁ ବି ଜୀବନ୍ତ କରି ଦେଇଛି।
Source link