ମାଞ୍ଚେଷ୍ଟର ଟେଷ୍ଟରେ ୬୬୯ ରନ୍ର ବିଶାଳ ସ୍କୋର କଲା ଇଂଲଣ୍ଡ
ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୬୬୯ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ଭାରତଠାରୁ ବିଶାଳ ୩୧୧ ରନରେ ଅଗ୍ରଣୀ ରହିଛି ।England score a massive 669 runs in the Manchester Test
Source link