IPL 2025 LSG BEAT DC: ଲକ୍ଷ୍ନୌକୁ ୮ ଓ୍ବିକେଟରେ ହରାଇଲା ଦିଲ୍ଲୀ



IPL 2025 LSG BEAT DC: Delhi beat Lucknow by 8 wicketsଚଳିତ ଆଇପିଏଲର ୪୦ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ । କେଏଲ ରାହୁଲ, ଅଭିଶେଖ ପୋରାଲଙ୍କ ଅର୍ଦ୍ଧଶତକ ଓ ମୁକେଶ କୁମାରଙ୍କ ଘାତକ ବୋଲିଂ ଯୋଗୁଁ ଆଇପିଏଲରେ ଷଷ୍ଠ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।



Source link

Leave a Reply

Translate »