ପ୍ରିୟାଂଶ ଓ ପ୍ରଭସିମରନଙ୍କ ଅର୍ଦ୍ଧଶତକ, କୋଲକାତା ଆଗରେ ୨୦୨ ରନର ଲକ୍ଷ୍ୟ ରଖିଲା ପଞ୍ଜାବ କିଙ୍ଗସ୍



Priyansh and Prabhasimran’s innings,  Punjab Kings.set a target of 202 runs for Kolkata ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲର ୪୪ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (କେକେଆର) ଆଗରେ ୨୦୨ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ ।



Source link

Leave a Reply

Translate »