୮୮.୧୬ ମିଟର ଥ୍ରୋ କରି ପ୍ୟାରିସ ଡାଇମଣ୍ଡ ଲିଗ ଜିତିଲେ ନୀରଜ ଚୋପ୍ରା
Neeraj Chopra unleashes 88.16m monster throw to end two-year Diamond League drought in Parisପ୍ୟାରିସରେ ଶୁକ୍ରବାର ଭାରତୀୟ ତାରକା ଆଥଲେଟିକ୍ସ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି। ନୀରଜ ଚୋପ୍ରା ପ୍ୟାରିସ ଡାଇମଣ୍ଡ ଲିଗରେ ୮୮.୧୬ ମିଟର ଥ୍ରୋ କରି କେବଳ ସିଜିନର ପ୍ରଥମ ବିଜୟ ହାସଲ କରି ନ ଥିଲେ, ବରଂ ଏହା ସାମଗ୍ରିକ ଭାବରେ ତାଙ୍କର ପଞ୍ଚମ ଡାଇମଣ୍ଡ ଲିଗ ବିଜୟ ମଧ୍ୟ ହୋଇଥିଲା।
Source link