୭୯ ତମ ସ୍ବାଧୀନତା ଦିବସ : ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି ଏବଂ ରୋହିତ ଶର୍ମା
79th Independence Day: Virat Kohli and Rohit Sharma extend greetingsଆଜି ସମଗ୍ର ଦେଶ ୭୯ ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା । ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ସେୟାର କରିଛନ୍ତି ।
Source link