ସମସ୍ତ ଭ୍ୟୁଅରସିପ ରେକର୍ଡ ଭାଙ୍ଗିଲା ଆଇପିଏଲ ୨୦୨୫, ୧ ବିଲିଅନ ଦର୍ଶକ ଦେଖିଲେ ଫାଇନାଲ ମ୍ୟାଚ୍



IPL 2025 broke all viewership records, 1 billion viewers watched the final matchଆଇପିଏଲ ୧୮ତମ ଟାଇଟଲ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟୁର୍ଣ୍ଣାମେଣ୍ଟରେ ନୂଆ ଚାମ୍ପିଅନ ମିଳିଲା । ଆଇପିଏଲ ୨୦୨୫ ଭ୍ୟୁଅରସିପ ମାମଲାରେ ଗତ ସମସ୍ତ ରେକର୍ଡ ଭାଙ୍ଗିଛି ।



Source link

Leave a Reply

Translate »