ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ



Sachin Tendulkar’s son Arjun Tendulkar and his girlfriend SaniYa Chandak’s engagement is completeକ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।



Source link

Leave a Reply

Translate »