ଲାସିଥ ମାଲିଙ୍ଗା ରେକର୍ଡ ବ୍ରେକ୍ କଲେ ଜସପ୍ରିତ ବୁମରାହ



Jasprit Bumrah breaks Lasith Malinga’s record/ Jasprit Bumrah: ଜସପ୍ରିତ ବୁମରାହଙ୍କୁ ବିଶ୍ୱ କ୍ରିକେଟର ସର୍ବୋତ୍ତମ ବୋଲର ଭାବରେ ବିବେଚନା କରାଯାଏ ଏବଂ ଯାହା ପ୍ରମାଣ ସେ ଅନେକ ଥର ଦେଇଛନ୍ତି । ବୁମରାହ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୁସ୍ଥ ହୋଇ ଫେରିବା ପରେ ସେ ଏହି ସିଜନରେ ଦଳରେ ଯୋଗ ଦେଇଥିଲେ ହେଲେ ବିଳମ୍ବରେ ।



Source link

Leave a Reply

Translate »