ରୋହିତଙ୍କ ଜବରଦସ୍ତ ବ୍ୟାଟିଂ, ବୋଲ୍ଟଙ୍କ ଘାତକ ବୋଲିଂରେ ମୁମ୍ବାଇ ବିଜୟ
ଆଇପିଏଲର 41ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ । ମ୍ୟାଚରେ ଇମ୍ପାକ୍ଟ ପକାଇଲେ ଇମ୍ପାକ୍ଟ ପ୍ଲେୟାର ରୋହିତ । ଧୂଆଁଧାର ବ୍ୟାଟିଂ କରି ଦଳକୁ ଚଳିତ ସିଜିନରେ ପଞ୍ଚମ ବିଜୟ ଭେଟିଦେଲେ । – ଚିତପଟାଙ୍ଗ SRHIPL 2025 mi beat srh check details here
Source link