ମିଚେଲ ଷ୍ଟାର୍କଙ୍କ ମ୍ୟାଜିକ: ମାତ୍ର ୨୭ ରନରେ ଅଲଆଉଟ ହେଲା ଓ୍ଵେଷ୍ଟଇଣ୍ଡିଜ



Mitchell Starc’s magic: West Indies all out for just 27 runsତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପିଙ୍କ ବଲ ଜାଦୁଗର ମିଚେଲ ଷ୍ଟାର୍କ ନିଜର ଅସାଧାରଣ ପ୍ରଦର୍ଶନ ଦେଖାଇଛନ୍ତି । ଓ୍ଵେଷ୍ଟ ଇଣ୍ଡିଜକୁ ମାତ୍ର ୨୭ ରନରେ ଅଲଆଉଟ କରି ଟେଷ୍ଟ ଇତିହାସରେ ଦ୍ୱିତୀୟ ନିମ୍ନତମ ସ୍କୋର ରେକର୍ଡ ସୃଷ୍ଟି କରିଛନ୍ତି।



Source link

Leave a Reply

Translate »