ମାଞ୍ଚେଷ୍ଟର୍ ଟେଷ୍ଟରେ ଶୁବମନ୍ ଗିଲ୍‌ଙ୍କ ଲଢୁଆ ଶତକ, ମ୍ୟାଚ୍ ବଞ୍ଚାଇବାକୁ ଟିମ୍‌ ଇଣ୍ଡିଆର ସଂଘର୍ଷ ଜାରି



ଓଲ୍ଡ ଟ୍ରାଫର୍ଡରେ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି। ଅଧିନାୟକ ଶୁଭମନ ଗିଲ୍ ଓ କେଏଲ ରାହୁଲ ଦୃଢ ବ୍ୟାଟିଂ କରି ଚଟ୍ଟାଣ ପରି କ୍ରିଜରେ ଜମି ରହି ଦଳ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଭାରତ ଉପରୁ ଇନିଂସ ପରାଜୟର କଳା ବାଦଲ ହଟି ନାହିଁ। Shubman Gill’s fighting century in Manchester Test, Team India’s struggle to save the match continues



Source link

Leave a Reply

Translate »