ଭାରତ ବନାମ ଇଂଲଣ୍ଡ: ଗିଲଙ୍କ ୨୬୯ ରନ, ୫୮୭ରେ ଅଲଆଉଟ ହେଲା ଭାରତ



India vs England: Gill scores 269, India all out for 587ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ରେକର୍ଡ ଭରା ଦ୍ବିଶତକ (୨୬୯ ରନ୍‌, ୫୦୯ ମିନିଟ୍‌, ୩୮୭ ବଲ୍‌, ୩୦ ଚୌକା, ୩ ଛକା) ପରେ ବୋଲର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି।



Source link

Leave a Reply

Translate »