ଭାରତର ୨୨୪ ରନ୍ ଜବାବରେ ଇଂଲଣ୍ଡ ୨୪୭ ରନ୍; ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୭୫ ରନ୍‌ କରିଛି ଭାରତ



England scored 247 in reply to India’s 224; India scored 75 for 2 in the second inningsଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ୱିକେଟ୍‌ ଝଡ଼ ଭିତରେ ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଛି। ବିସ୍ଫୋରକ ଆରମ୍ଭ କରିଥିବା ଘରୋଇ ଦଳ ପ୍ରଥମ ପାଳିରେ ୨୩ ରନ୍‌ ଅଗ୍ରଣୀ ବି ନେଇଯାଇଛି।



Source link

Leave a Reply

Translate »