ଭାରତକୁ ପ୍ରଥମ ପାଳିରେ ୧୮୦ ରନ୍ର ନିର୍ଣ୍ଣାୟକ ଅଗ୍ରଣୀ; ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୬୪/୧
India take a decisive 180-run lead in the first innings; India 64/1 at the end of the third day’s playହ୍ୟାରି ବ୍ରୁକ୍ ଓ ଜାମି ସ୍ମିଥ୍ଙ୍କ ମଧ୍ୟରେ ହୋଇଥିବା ତ୍ରିଶତକ (୩୦୩) ଭାଗୀଦାରିକୁ ପଣ୍ଡ କରିଛି ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କ ୧୦ ୱିକେଟ୍ ଦଖଲ। ଫଳରେ ଭାରତକୁ ପ୍ରଥମ ପାଳିରେ ୧୮୦ ରନ୍ର ନିର୍ଣ୍ଣାୟକ ଅଗ୍ରଣୀ ମିଳିଯାଇଛି।
Source link