ବେଙ୍ଗାଲୁରୁ ଦୁର୍ଘଟଣା ଉପରେ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା; କହିଦେଲେ ଏମିତି, ଭାବ ବିହ୍ୱଳ ହେଲେ ଫ୍ୟାନ୍ସ



ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ଆଇପିଏଲ ଟାଇଟଲ ଜିତିଛି । ଆଇପିଏଲ ଟ୍ରଫି ଜିତିବା ପରେ ବିଜୟ ଉତ୍ସବ ପାଇଁ ବେଙ୍ଗାଲୁରୁରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ହେଲେ ବିଜୟ ଉତ୍ସବ ପାଳନ ପୂର୍ବରୁ ଘଟିଯାଇଥିଲା ବଡ଼ ଅଘଟଣ । ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୧ ଜଣ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଥିଲା ।Virat Kohli’s first reaction on Bengaluru accident; He said this, fans were shocked



Source link

Leave a Reply

Translate »