ବେଙ୍ଗାଲୁରୁ ଦଳାଚକଟା: କୋର୍ଟରେ ତଥ୍ୟ ରଖିଲେ କର୍ଣ୍ଣାଟକ ସରକାର
Bengaluru rcb celebration death case Karnataka government submits evidence in court ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଆର୍ସିବି ଟିମ୍ର ବିଜୟ ଉତ୍ସବ ପାଳନ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଥିଲା। ଷ୍ଟାଡିୟମ ବାହାରେ ପ୍ରବଳ ଜନ ସମାଗମ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।
Source link