ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହେବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା !
Pragyan Ojha likely to be included in BCCI Men’s selection panelପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହୋଇପାରନ୍ତି। ପୁରୁଷ ଚୟନ ସମିତିରେ ୨ଟି ପଦ ଏବଂ ମହିଳା ଚୟନ ସମିତିରେ ୪ଟି ପଦ ପାଇଁ ବିସିସିଆଇ ଶୁକ୍ରବାର ବିଜ୍ଞାପନ ପ୍ରକାଶ କରିଛି।
Source link