ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ: ବିଜୟଠାରୁ ୬୯ ରନ ଦୂରରେ ସାଉଥଆଫ୍ରିକା
World Test Championship Final: South Africa 69 runs away from victoryଲର୍ଡସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ର ୩ୟ ସଂସ୍କରଣର ଫାଇନାଲ ମ୍ୟାଚ ରୋଚକ ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି।
Source link