ବର୍ମିଂହାମ ଟେଷ୍ଟ୍: ଗିଲଙ୍କ ଶତକ, ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କଲା ଭାରତ
Birmingham Test: Gill’s century, India score 310 for 5 on first dayଓପନର୍ ଯଶସ୍ବୀ ଜୟସ୍ବାଲ୍ (୮୭) ଓ ଅଧିନାୟକ ଶୁବମନ ଗିଲ୍ (୧୧୪*)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଟେଷ୍ଟ୍ର ପ୍ରଥମ ଦିନ ସମ୍ମାନ ଆପାତତଃ ଭାରତ ଖାତାକୁ ଯାଇଛି। ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କରି ନେଇଛି ଭାରତ।
Source link