ବଦଳିଲା ଟିମ୍ ଇଣ୍ଡିଆର ୨ ଟି ମ୍ୟାଚର ସ୍କେଡ୍ୟୁଲ



ସୋମବାର ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆର ୨ ଟି ଟେଷ୍ଟ୍ ମ୍ୟାଚର ଭେନ୍ୟୁକୁ ବଦଳାଇ ଦିଆଯାଇଛି । ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦିନିକିଆ ସିରିଜର ୩ ଟି ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି । ନୂଆ ସ୍କେଡ୍ୟୁଲର ଘୋଷଣା କରି ବିସିସିଆଇ କହିଛି ଯେ ଅକ୍ଟୋବର ୨,୨୦୨୫ ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେଉଥିବା ଟେଷ୍ଟ୍ ସିରିଜର ଦ୍ବିତୀୟ ମ୍ୟାଚ୍ କୋଲକାତା ବଦଳରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଖେଳାଯିବ । Team India’s 2 match sched



Source link

Leave a Reply

Translate »