ପ୍ରଥମ ଟେଷ୍ଟ ଦ୍ବିତୀୟ ଦିନ : ଭାରତ ୪୭୧ରେ ଅଲ୍ଆଉଟ୍; ୧୧ ଓଭର ଭିତରେ ଗଲା ୬ ୱିକେଟ୍
ind vs eng First Test, Day 2: India all out for 471; 6 wickets lost in 11 oversମାତ୍ର ୪୧ ରନ୍ ଭିତରେ ଶେଷ ୬ଟି ୱିକେଟ୍ ଝଡ଼ି ପଡ଼ିଲା ଟିମ୍ ଇଣ୍ଡିଆର । ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସର ୪୭୧ ରନରେ ଅଲଆଉଟ୍ ହୋଇଗଲା ଶୁବମନ ଗିଲଙ୍କ ଦଳ ।
Source link