ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଲା GT, କୋଲକାତାକୁ ପରାସ୍ତ କଲା ଗୁଜୁରାଟ
ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଲା ଗୁଜୁରାଟ ଟାଇଟନ୍ସ । କୋଲକାତାକୁ ତାର ଘରୋଇ ଗ୍ରାଉଣ୍ଡରେ ପରାସ୍ତ କଲା ଗୁଜୁରାଟ । ଗିଲ ଓ ସାଇ ସୁଦର୍ଶନଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଚଳିତ ଆଇପିଏଲରେ ଷଷ୍ଠତମ ବିଜୟ ହାସଲ କରିଛି ଗୁଜୁରାଟ ।GT retains top spot in points table, Gujarat beats Kolkata
Source link