ଦଳାଚକଟା ମାମଲା; କୋହଲିଙ୍କ ବିରୋଧରେ ଥାନାରେ ଅଭିଯୋଗ
ବଢ଼ିଲା ଟିମ ଇଣ୍ଡିଆ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଅଡ଼ୁଆ । ବେଙ୍ଗାଲୁରୁ ଦଳାଚକଟା ମାମଲାରେ କୋହଲିଙ୍କ ବିରୋଧରେ ଥାନାରେ ଅଭିଯୋଗ । ବରିଷ୍ଠ ସାମାଜିକ କର୍ମୀ ଏଚଏମ ଭେଙ୍କଟେଶ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । Dalachakta case; Complaint filed against Kohli at police station
Source link