ଦଳାଚକଟା ଘଟଣା ; RCB ମାର୍କେଟିଂ ମୁଖ୍ୟଙ୍କ ସହ ୪ ଗିରଫ
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବି(ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ନିଖିଲଙ୍କୁ ଶୁକ୍ରବାର ସକାଳେ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରାଯାଇଛି। ନିଖିଲ ମୁମ୍ବଇ ପଳାଇଯିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଖବର ପାଇ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି।4 arrested including RCB marketing chief in Dalachakata incident
Source link