ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୦ ଲକ୍ଷର ସହାୟତା ଘୋଷଣା RCB
ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୦ ଲକ୍ଷର ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା RCB ଟିମ୍। ଆହତଙ୍କୁ ସହାୟତା ପାଇଁ RCB କେୟର୍ସ ପାଣ୍ଠି ମଧ୍ୟ ସୃଷ୍ଟି ।ଗତକାଲି ବେଙ୍ଗାଲୁରୁରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।RCB announces Rs 10 lakh assistance for 11 dead in Dalachakta
Source link