ଟିମ୍ ଇଣ୍ଡିଆରେ ଥାଇ ମଧ୍ୟ ଖେଳିବେ ନାହିଁ ଶୁଭମନ ଗିଲ; ଏସିଆ କପରେ ପ୍ଲେଇଂ-୧୧ ଏମିତି ହେବ କି?



Subhman Gill will not play even if he is in Team India; Will there be a playing-11 in the Asia Cup?୨୦୨୫ ଆଇପିଏଲରେ ୬୫୦ ରନ ଏବଂ ତା’ପରେ ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ୭୫୪ ରନ କରିଥିଲେ ଶୁଭମାନ ଗିଲ୍। ଗତ ୪ ମାସ ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ଏବଂ ବର୍ତ୍ତମାନ ନୂତନ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ବହୁତ ରନ କରିଛନ୍ତି, ତାହା ମଧ୍ୟ ଦୁଇଟି ଭିନ୍ନ ଫର୍ମାଟରେ।



Source link

Leave a Reply

Translate »