କ୍ୟାରିଅରର ସପ୍ତମ ଶତକ ହାସଲ କଲେ ପନ୍ତ



ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୦ଠାରୁ ଲିଡ୍ସର ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଆଜି ଏହି ମ୍ୟାଚ୍ର ଦ୍ୱିତୀୟ ଦିନ । ଯଶସ୍ୱୀ ଜୟସ୍ୱାଲ ଓ ଶୁବମନ ଗିଲଙ୍କ ପରେ ଏବେ ରିଷଭ ପନ୍ତ ବି ଶତକ ହାସଲ କରିଛନ୍ତି । ପନ୍ତ ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । Pant scored his seventh career century



Source link

Leave a Reply

Translate »