ଓଭାଲ ଟେଷ୍ଟରେ ଭାରତର ବଡ଼ ବିଜୟ, ମାତ୍ର ୬ ରନ୍ରେ ରୋମାଞ୍ଚକର ବିଜୟ
ପଞ୍ଚମ ଟେଷ୍ଟରେ ୬ ରନରେ ଘରୋଇ ଦଳକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବିଜୟ ସହ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିକୁ ବରାବର କରିଛି ଭାରତ । ଭାରତ ପଞ୍ଚମ ଟେଷ୍ଟ ମ୍ୟାଚ୍ ୬ ରନରେ ଜିତିଛି। ଆଜି ଭାରତକୁ ଜିତିବା ପାଇଁ ଚାରି ୱିକେଟ୍ ଆବଶ୍ୟକ ଥିଲା। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୩୫ ରନ କରିବାକୁ ପଡିଥିଲା।India’s big win in the Oval Test, a thrilling victory by just 6 runs
Source link