ଓଭାଲ୍ ଟେଷ୍ଟ୍: ଇଂଲଣ୍ଡକୁ ୩୫ ରନ୍, ଭାରତକୁ ୪ ୱିକେଟ୍ ଆବଶ୍ୟକ
Oval Test: England need 35 runs, India need 4 wicketsଓଭାଲ୍ ଟେଷ୍ଟ୍ ସହ ଶୃଙ୍ଖଳା ଜିତିବା ଦ୍ବାରରେ ପହଞ୍ଚିଯାଇଥିବା ଇଂଲଣ୍ଡକୁ ଭାରତୀୟ ବୋଲରଙ୍କ ସହ ବର୍ଷା ଓ ଖରାପ ଆଲୋକ କରାଇ ଦେଇନାହିଁ। ଫଳରେ ମ୍ୟାଚ୍ ପଞ୍ଚମ ଦିନକୁ ଯାଇଛି। ବିଜୟଠାରୁ ଇଂଲଣ୍ଡ ୩୫ ରନ୍ ଏବଂ ଭାରତ ୪ ୱିକେଟ୍ ଦୂରରେ ରହିଛି
Source link