‘ଇ ସାଲା କପ୍ ନାମଡୁ’ର ଅର୍ଥ କ’ଣ ? ବିଜୟ ପରେ ଏମିତି କିଛି ନାରା ଦେଇଥିଲେ କୋହଲି
ଆଇପିଏଲ୍ ୨୦୨୫ । ଟାଇଟଲ୍ ହାତେଇଛି ଆରସିବି । ୧୮ ବର୍ଷ ପରେ ହୋଇଛି ଚାମ୍ପିଅନ୍ । ମ୍ୟାଚ୍ ବିଜୟୀ ସମୟରେ ‘ଇ ସାଲା କପ୍ ନାମଡୁ’ର ଏକ ନାରା ସମସ୍ତେ ଦେଇଥିଲେ । ଯାହା ବେଶ୍ ଚର୍ଚ୍ଚାକୁ ଆସିଥିଲା । ଏମିତିକି ଦିଗ୍ଗଜ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତଙ୍କ ମୁହଁରେ ଏହି ନାଁ । ତେବେ ଏହାର ଅର୍ଥ କଣ ? ବାସ୍ତବରେ ଏହା ଏକ କନ୍ନଡ ଭାଷା । ଏହାର ଅର୍ଥ ହେଉଛି – ଏଥର କପ୍ ଆମର।What does ‘E Sala Cup Namadu’ mean? Kohli gave this slogan after the victor
Source link