ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କଲେ ନିକୋଲସ୍‌ ପୁରନ୍‌



ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି। ଆଉ ୮ ମାସ ପରେ ଟି-୨୦ ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିବାବେଳେ ପୂରନଙ୍କ ଏହି ନିଷ୍ପତ୍ତି ଦଳକୁ ଚିନ୍ତାରେ ପକାଇଛି।Nicholas Pooran announces retirement with emotional post on Instagram



Source link

Leave a Reply

Translate »